Public App Logo
Jansamasya
News
पुलिस
Bjp
National
Police
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
महिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
Uttarakhand
शादी

ଭୋଗରାଇ: ଶଙ୍ଖାରି ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ ବରିଷ୍ଠ ଅଧିକାରୀ

Bhograi, Balasore | Dec 3, 2025
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଶଙ୍ଖାରି ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିବା ସହିତ ବହୁ ମାନ୍ୟଗଣ୍ୟ ଲୋକ ସାମିଲ ଥିଲେ । ଏଥି ମଧ୍ୟରୁ ଜିଲ୍ଲା ସ୍ତରକୁ ମନୋନୀତ ମଧ୍ୟ ହୋଇଥିଲେ ।
ଭୋଗରାଇ: ଶଙ୍ଖାରି ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ ବରିଷ୍ଠ ଅଧିକାରୀ - Bhograi News