Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ରାଉରକେଲା ମ୍ୟୁନିସିପାଲଟି: ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର ଏବଂ ଆଶାଦୀପ ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ଡିସେମ୍ବର ୩ ତାରିଖ ସକାଳ ୯ ଟାରୂ ସନ୍ଧ୍ୟାÛ ୫ ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିଛି, ଆଞ୍ଚଳିକ ଓ ଗବେଷଣା କେନ୍ଦ୍ର ଏବଂ ଆଶାଦୀପ ରାଉରକେଲା ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଉତ୍ସବ ଛେଣ୍ଡ ସ୍ଥିତ ବାଗୁଡ଼ି ବସ୍ତିର RRRC ର ନିଜସ୍ୱ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି, ଉତ୍ସବର ମୁଖ୍ୟ ଉଦେଶ୍ୟ ହେଲା - ଭିନ୍ନକ୍ଷମ ମାନଙ୍କୁ ସମାଜରେ ଥଇଥାନ କରାଇବା ଏବଂ ରୋଜଗାରକ୍ଷମ କରାଇବ,
ରାଉରକେଲା ମ୍ୟୁନିସିପାଲଟି: ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର ଏବଂ ଆଶାଦୀପ ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି - Raurkela M News