Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata
Aap

ସୋନପୁର: ସହରର ବିଭିନ୍ନ ଓ୍ବାଡ଼ର ବିଭିନ୍ନ ସମସ୍ୟା ନେଇ ସଦର ପୋୖର ନିର୍ବାହୀ ଅଧିକାରିଙ୍କୁ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର ସହରର ବିଭିନ୍ନ ଓ୍ବାଡ଼ର ବିଭିନ୍ନ ସମସ୍ୟା ନେଇ ସଦର ପୋୖର ନିର୍ବାହୀ ଅଧିକାରିଙ୍କୁ ଦାବିପତ୍ର ପ୍ରଦାନ।ସଦର ମ୍ୟୁନିସିପାଲିଟିର ୧୫ଟି ଓ୍ବାଡ଼ ର ବିଭିନ୍ନ ଅସୁବିଧା ନେଇ ଆଜି ସଦର ପୋୖର ନିର୍ବାହୀ ଅଧିକାରି ରୁଷି ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି।ପ୍ରଦେଶ କଂଗ୍ରେସ ଏସ୍.ସି. ବିଭାଗ କର୍ଡିନେଟର, ଓଡ଼ିଶା ପୂର୍ବତନ ଜିଲ୍ଲା ଏସ୍.ସି. ବିଭାଗ ସଭାପତି ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରା ଯାଇଛି।ଯଥାକ୍ରମେ ସୋନପୁର ସହରର ରାସ୍ତାଘଟ,ଟ୍ରେନ,ଶୌଚାଳୟ,ପିଇବାପାଣି,ଆଦି ଏମିତି ୧୯ଗୋଟି ଅଭିଯୋଗ କରିଛନ୍ତି

MORE NEWS

ସୋନପୁର: ସହରର ବିଭିନ୍ନ ଓ୍ବାଡ଼ର ବିଭିନ୍ନ ସମସ୍ୟା ନେଇ ସଦର ପୋୖର ନିର୍ବାହୀ ଅଧିକାରିଙ୍କୁ ଦାବିପତ୍ର ପ୍ରଦାନ - Sonapur News