ପଟ୍ଟାଙ୍ଗୀ: ନନ୍ଦପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ବାଇକ୍ ମୁହାଁ ମୁହିଁ, ଜଣେ ଆହାତ, ଦୁଇ ଗୁରୁତର
ନନ୍ଦପୁର ଅଗ୍ନିଶମ ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଦୁଇ ବାଇକ୍ ଆରୋହୀ ଆଜି ସନ୍ଧ୍ୟା ପ୍ରାୟ ୫.୩୦ ମିନିଟ ସମୟରେ ମୁହାଁ ମୁହିଁ ଧକ୍କା ରେ ଦୁଇ ବାଇକ୍ ରେ ଯାତ୍ରା କରୁଥିବା ତିନିଜଣ ଆରୋହୀ ଆହତ ହୋଇଥିଲେ