Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ମାଲକାନଗିରି: ​ଆକ୍ସନ ମୋଡ୍‌ରେ ଚିତ୍ରକୋଣ୍ଡା ବିଧାୟକ: ବଣ୍ଡାଘାଟି ରାସ୍ତା କାମର ଅଚାନକ ତଦାରଖ କଲେ ମଙ୍ଗୁ ଖିଲ

Malkangiri, Malkangiri | Jun 12, 2026

MORE NEWS

#ମାଲକାନଗିରି 
ରାତି ଅଧରେ ହୁତୁ ହୁତୁ ହୋଇ ଜଳିଲା ମାଲକାନଗିରି ବସଷ୍ଟାଣ୍ଡ ଶିଶୁ ଉଦ୍ୟାନ! ୩ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ, ତଦନ୍ତରେ ଆଦର୍ଶ ଥାନା ପୋଲିସ ।

#MalkangiriNews

#ମାଲକାନଗିରି ରାତି ଅଧରେ ହୁତୁ ହୁତୁ ହୋଇ ଜଳିଲା ମାଲକାନଗିରି ବସଷ୍ଟାଣ୍ଡ ଶିଶୁ ଉଦ୍ୟାନ! ୩ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ, ତଦନ୍ତରେ ଆଦର୍ଶ ଥାନା ପୋଲିସ । #MalkangiriNews

Malkangiri, Malkangiri | Jun 27, 2026

ବିଦ୍ୟୁତ କାଟ ହେଲେ ବନ୍ଦ ହେଉଛି ଜିଓ ନେଟୱର୍କ, ହଇରାଣ ଏମ୍‌ଭି-୭୯ ଅଞ୍ଚଳବାସୀ

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌ଭି-୭୯ ଅଞ୍ଚଳରେ ଜିଓ ମୋବାଇଲ ନେଟୱର୍କ ସେବାକୁ ନେଇ ଗୁରୁତର ସମସ୍ୟା ଦେଖାଦେଇଛି। ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ହେବା ମାତ୍ରେ ଜିଓ ନେଟୱର୍କ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ବିଦ୍ୟୁତ କାଟ ହେଲେ ବନ୍ଦ ହେଉଛି ଜିଓ ନେଟୱର୍କ, ହଇରାଣ ଏମ୍‌ଭି-୭୯ ଅଞ୍ଚଳବାସୀ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌ଭି-୭୯ ଅଞ୍ଚଳରେ ଜିଓ ମୋବାଇଲ ନେଟୱର୍କ ସେବାକୁ ନେଇ ଗୁରୁତର ସମସ୍ୟା ଦେଖାଦେଇଛି। ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ହେବା ମାତ୍ରେ ଜିଓ ନେଟୱର୍କ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

Malkangiri, Malkangiri | Jun 27, 2026

#ମାଲକାନଗିରି
ଦେଶରେ ଚାଲିଥିବା ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ଓ ପେପର ଲିକ୍ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛି ମାଲକାନଗିରି ଜିଲ୍ଲା କଂଗ୍ରେସ। ଆଜି ଜିଲ୍ଲା କଂଗ୍ରେସ ଭବନ ପରିସରରେ ଆୟୋଜିତ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ତୀବ୍ର ସମାଲୋଚନା କରାଯାଇଛି।

​#Malkangiri #MalkangiriNews #OdishaNews #CongressPressConference #PaperLeak #EducationMinister #MalkangiriCongress #GShrinivasRao #DailyMalkangiri #OdishaPolitics

#ମାଲକାନଗିରି ଦେଶରେ ଚାଲିଥିବା ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ଓ ପେପର ଲିକ୍ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛି ମାଲକାନଗିରି ଜିଲ୍ଲା କଂଗ୍ରେସ। ଆଜି ଜିଲ୍ଲା କଂଗ୍ରେସ ଭବନ ପରିସରରେ ଆୟୋଜିତ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ତୀବ୍ର ସମାଲୋଚନା କରାଯାଇଛି। ​#Malkangiri #MalkangiriNews #OdishaNews #CongressPressConference #PaperLeak #EducationMinister #MalkangiriCongress #GShrinivasRao #DailyMalkangiri #OdishaPolitics

Malkangiri, Malkangiri | Jun 27, 2026