Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

#କଟକ_ଲିଙ୍କ_ରୋଡ଼ରେ_ବଡ଼_ଦୁର୍ଘଟଣା ଲିଙ୍କ ରୋଡ଼ରେ ଏକ ସାର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ କିଛି ସମୟ ପାଇଁ ଲିଙ୍କ ରୋଡ଼ରେ ଯାତାୟାତ ବ୍ୟାହତ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। #cuttack #RoadAccident #LinkRoad #TruckAccident #OdishaNews #SCBMedical #BreakingNews #news7odia

Korai, Jajpur | Jun 7, 2026

MORE NEWS

#ଯାଜପୁରରେ_ବିଦ୍ୟୁତ_କର୍ମଚାରୀଙ୍କ_ସ୍ୱାଗତ_ଓ_କୃତଜ୍ଞତା_ସମାରୋହ
ଯାଜପୁର ଜିଲ୍ଲାର ପାଣିକୋଇଲି ଛକରେ ଆଜି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ପକ୍ଷରୁ ସ୍ୱାଗତ ଓ କୃତଜ୍ଞତା ସମାରୋହ ଅନୁଷ୍ଠିତ ହୋଇଛି। ବିଗତ ଦିନରେ ଛଟେଇ ହୋଇଥିବା ପିଏସଏସ ଓ ଆଉଟସୋର୍ସିଂ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ଏବଂ ଛଟେଇ ଉପରେ ରୋକ ଲାଗିଥିବା ପ୍ରସଙ୍ଗରେ ଶତାଧିକ କର୍ମଚାରୀ ଏକତ୍ରିତ ହୋଇ ଖୁସି ବ୍ୟକ୍ତ କରିଥିଲେ।
#ଯାଜପୁର #ପାଣିକୋଇଲି #ବିଦ୍ୟୁତ_କର୍ମଚାରୀ
#ଓଡ଼ିଶା_ବିଦ୍ୟୁତ_କର୍ମଚାରୀ_ମହାସଂଘ #ପୁନଃନିଯୁକ୍ତି
#ଛଟେଇ_ରୋକ #ଦିଲୀପ_ରାୟ #କର୍ମଚାରୀ_ଆନ୍ଦୋଳନ
#News7Odia #OdishaNews #JajpurNews
#Panikoili #ElectricityEmployees #OdishaUpdates #BreakingNews

#ଯାଜପୁରରେ_ବିଦ୍ୟୁତ_କର୍ମଚାରୀଙ୍କ_ସ୍ୱାଗତ_ଓ_କୃତଜ୍ଞତା_ସମାରୋହ ଯାଜପୁର ଜିଲ୍ଲାର ପାଣିକୋଇଲି ଛକରେ ଆଜି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ପକ୍ଷରୁ ସ୍ୱାଗତ ଓ କୃତଜ୍ଞତା ସମାରୋହ ଅନୁଷ୍ଠିତ ହୋଇଛି। ବିଗତ ଦିନରେ ଛଟେଇ ହୋଇଥିବା ପିଏସଏସ ଓ ଆଉଟସୋର୍ସିଂ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ଏବଂ ଛଟେଇ ଉପରେ ରୋକ ଲାଗିଥିବା ପ୍ରସଙ୍ଗରେ ଶତାଧିକ କର୍ମଚାରୀ ଏକତ୍ରିତ ହୋଇ ଖୁସି ବ୍ୟକ୍ତ କରିଥିଲେ। #ଯାଜପୁର #ପାଣିକୋଇଲି #ବିଦ୍ୟୁତ_କର୍ମଚାରୀ #ଓଡ଼ିଶା_ବିଦ୍ୟୁତ_କର୍ମଚାରୀ_ମହାସଂଘ #ପୁନଃନିଯୁକ୍ତି #ଛଟେଇ_ରୋକ #ଦିଲୀପ_ରାୟ #କର୍ମଚାରୀ_ଆନ୍ଦୋଳନ #News7Odia #OdishaNews #JajpurNews #Panikoili #ElectricityEmployees #OdishaUpdates #BreakingNews

Korai, Jajpur | Jun 13, 2026

କେନ୍ଦ୍ରାପଡ଼ା ମହାକାଳପଡ଼ା  ଭାଇରାଲ୍ ସରପଞ୍ଚ ଚମେଲି ଓଝାଙ୍କୁ ପୋଲିସ୍ ଉଠାଇ ନେବା ମାମଲାରେ ସାମ୍ନାକୁ ଆସୁଛି ସିସିଟିଭି ଫୁଟେଜ। #news7odia #viralvideo 
#OdishaNews_ChameliOjha #marriageadvice  #KendraparaNews_Mahakalapada #OdishaPolitics_Sarpanch #PoliceAction #LocalGovernance #AdministrativeControversy

କେନ୍ଦ୍ରାପଡ଼ା ମହାକାଳପଡ଼ା ଭାଇରାଲ୍ ସରପଞ୍ଚ ଚମେଲି ଓଝାଙ୍କୁ ପୋଲିସ୍ ଉଠାଇ ନେବା ମାମଲାରେ ସାମ୍ନାକୁ ଆସୁଛି ସିସିଟିଭି ଫୁଟେଜ। #news7odia #viralvideo #OdishaNews_ChameliOjha #marriageadvice #KendraparaNews_Mahakalapada #OdishaPolitics_Sarpanch #PoliceAction #LocalGovernance #AdministrativeControversy

Korai, Jajpur | Jun 12, 2026

#ଇନ୍ଫୋସିଟି_ଥାନାରେ_ଦୁର୍ବ୍ୟବହାର_ଘଟଣା
ଇନ୍ଫୋସିଟି ଥାନାରେ ଜଣେ ବୟସ୍କ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗତକାଲି ରାତିରେ ଭିଡିଓଟି ଭାଇରାଲ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ ଆଜିଠାରୁ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି।
#InfocityPS #BhubaneswarPolice #ViralVideo #OdishaNews #Bhubaneswar #PoliceInvestigation #BreakingNews #NewsUpdate #news7odia #viralvideo

#ଇନ୍ଫୋସିଟି_ଥାନାରେ_ଦୁର୍ବ୍ୟବହାର_ଘଟଣା ଇନ୍ଫୋସିଟି ଥାନାରେ ଜଣେ ବୟସ୍କ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗତକାଲି ରାତିରେ ଭିଡିଓଟି ଭାଇରାଲ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ ଆଜିଠାରୁ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। #InfocityPS #BhubaneswarPolice #ViralVideo #OdishaNews #Bhubaneswar #PoliceInvestigation #BreakingNews #NewsUpdate #news7odia #viralvideo

Korai, Jajpur | Jun 12, 2026

ସରପଞ୍ଚ ଚାମେଲୀ ଓଝା ଙ୍କ ମୋବାଇଲ୍ ଛଡେଇବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି 
#Saprapanch #ChameliOjha #Mahalalapada #Viralvideo #Videoviral #OdishaNews #Odisha 
#news7odia #BJPGovernment

ସରପଞ୍ଚ ଚାମେଲୀ ଓଝା ଙ୍କ ମୋବାଇଲ୍ ଛଡେଇବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି #Saprapanch #ChameliOjha #Mahalalapada #Viralvideo #Videoviral #OdishaNews #Odisha #news7odia #BJPGovernment

Korai, Jajpur | Jun 11, 2026

#ଅନ୍ୟାୟ_ବିରୋଧରେ_ସ୍ୱର_ଉଠାଇବା_କଣ_ଭୁଲ #ମହିଳା_ସରପଞ୍ଚ_ଚାମେଲୀ_ଓଝା_ଗିରଫ 
କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ୍‌ ସମ୍ମୁଖରେ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ବିରୋଧର ଶିକାର ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଆସିଥିବା ବେଳେ ସୋସିଆଲ ମିଡିଆରେ ଲାଇଭ୍ କରୁଥିବା ଅଭିଯୋଗକୁ କେନ୍ଦ୍ର କରି ତାଙ୍କୁ ଅଟକ ରଖାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅସୁସ୍ଥ ହେବାରୁ ମହାକାଳପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
#Kendrapada #Mahakalapada #ChameliOjha #OdishaNews #PanchayatNews #Odisha #NewsUpdate #SocialMediaLive #news7odia #BJPGovernment #Odisha #viralvideo #videoviral

#ଅନ୍ୟାୟ_ବିରୋଧରେ_ସ୍ୱର_ଉଠାଇବା_କଣ_ଭୁଲ #ମହିଳା_ସରପଞ୍ଚ_ଚାମେଲୀ_ଓଝା_ଗିରଫ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ୍‌ ସମ୍ମୁଖରେ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ବିରୋଧର ଶିକାର ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଆସିଥିବା ବେଳେ ସୋସିଆଲ ମିଡିଆରେ ଲାଇଭ୍ କରୁଥିବା ଅଭିଯୋଗକୁ କେନ୍ଦ୍ର କରି ତାଙ୍କୁ ଅଟକ ରଖାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅସୁସ୍ଥ ହେବାରୁ ମହାକାଳପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। #Kendrapada #Mahakalapada #ChameliOjha #OdishaNews #PanchayatNews #Odisha #NewsUpdate #SocialMediaLive #news7odia #BJPGovernment #Odisha #viralvideo #videoviral

Korai, Jajpur | Jun 11, 2026