Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
kishore85153
1
ରାଉରକେଲା ମ୍ୟୁନିସିପାଲଟି: ବୀରମିତ୍ରପୁର ପୋଲିସ ପକ୍ଷରୁ ବିଶ୍ଵ ସାଇକେଲ ଦିବସ ପାଳନ ଅବସରରେ ସୋଣ୍ଡେ ଅନ ସାଇକେଲ। କ୍ୟାମ୍ପେନ୍ ଅନୁଷ୍ଠିତ ହୋଇଯାଇଛି
Raurkela M, Sundargarh
| Jun 7, 2026
MORE NEWS
ନୂଆଗାଁ ସୋରଡା କଦମଟୋଲା ରାସ୍ତା ନିକଟ ବୁଦାରେ ରେ ଗର୍ଜନ କରୁଥିଲା ୧୦ ଫୁଟ ର ଅଜଗର । ଧରିଲେ ସାପ ଧରାଳି ଜୟସନ ଠାକୁର ।
Raurkela M, Sundargarh | Jul 20, 2026
Students , Youths Support Sonam Wangchuk And CJP Demand . #rourkela #odisha
Raurkela M, Sundargarh | Jul 20, 2026
Delhi: Security has been significantly tightened outside Parliament as police remain on high alert amid a Cockroach Janata Party (CJP) protest and reported threats issued by some protesters. Barricades have been reinforced, additional security personnel have been deployed, and strict surveillance is in place to maintain law and order.
Raurkela M, Sundargarh | Jul 20, 2026
Raurkela M, Sundargarh | Jul 20, 2026
ପବିତ୍ର ଘୋଷଯାତ୍ରାର ପଞ୍ଚମ ଦିନରେ ରାଉରକେଲା ପାୱାର ହାଉସ୍ ରୋଡ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପାଳିତ ହୋଇଛି ବହୁ ପ୍ରତୀକ୍ଷିତ ହେରା ପଞ୍ଚମୀ ନୀତି। ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟରେ ଆଡ଼ପ ମଣ୍ଡପରେ ବିରାଜମାନ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ମା' ମହାଲକ୍ଷ୍ମୀ ପ୍ଲାଣ୍ଟ ସାଇଟ୍ ରୋଡ ଜଗନ୍ନାଥ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଥିଲେ। ସୁସଜ୍ଜିତ ପାଲିଙ୍କିରେ ବିଜେ କରି ମା' ଆଡ଼ପ ମଣ୍ଡପରେ ପହଞ୍ଚିଥିଲେ। ପାରମ୍ପରିକ ନୀତି ଅନୁଯାୟୀ ମହାପ୍ରଭୁଙ୍କ ସହ ସାଙ୍କେତିକ ସାକ୍ଷାତ ପରେ ମା' ଅସନ୍ତୋଷ ପ୍ରକାଶ କରି ନନ୍ଦିଘୋଷ ରଥର ଏକ ଅଂଶକୁ କ୍ଷତିଗ୍ରସ୍ତ କରିଥିଲେ। ଏହି ନୀତି ମାଧ୍ୟମରେ ସ୍ୱାମୀ-ସ୍ତ୍ରୀଙ୍କ ଭାବପୂର୍ଣ୍ଣ ସମ୍ପର୍କ ଓ ଓଡ଼ିଆ ପରମ୍ପରାର ଅନନ୍ୟ ଝଲକ ପ୍ରତିଫଳିତ ହୋଇଥାଏ।
Raurkela M, Sundargarh | Jul 20, 2026