Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

ଉମରକୋଟ: ଉମରକୋଟ ବାର ଆସ୍ଵସିଏସନ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ।

Umarkote, Nabarangpur | Dec 21, 2025
Date -21.12.2025 Place -Umerkote ଉମରକୋଟ, ଝରୀଗାଁ, ଡାବୁଗାଁ ଓ ଚନ୍ଦାହାଣ୍ଡି ର ୬୦ ଜଣ ଓକିଲ ଆଜି ଦିବା ୧୧ ଘଟିକା ସମୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମ ଟି ଭାସ୍କେଲ ଡ୍ୟାମ ଉମରକୋଟ ରେ ଆୟୋଜିତ ହୋଇଥିଲା। ଉମରକୋଟ ବାର ଆଶ୍ସୋସିଏସସନ ର ସମସ୍ତ ବନ୍ଧୁ ଏକତ୍ରିତ ହୋଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

MORE NEWS