Public App Logo
Jansamasya
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking
Aimim
Railway
Bsf
Fatehpur
Kanganaranaut
Meerut

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, କେଶରୀ ନଗର ଅଫିସରେ ପ୍ରତିକ୍ରିୟା ରଖିଲେ ଜଳ ସମ୍ପଦ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ

ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ । ସୁବର୍ଣ୍ଣରେଖାରେ ଗତ ଦୁଇ ଦିନରେ ଉପରମୁଣ୍ଡରେ ବର୍ଷା ଯୋଗୁଁ ଆଜି ସନ୍ଧ୍ୟା ସୁଦ୍ଧା ରାଜଘାଟରେ ବିପଦ ସଂକେତ ଉପରକୁ ଯିବ । ସୁବର୍ଣ୍ଣରେଖା ଉପରମୁଣ୍ଡରେ ବର୍ଷା ହୋଇଥିବାରୁ ବନ୍ୟା ସମ୍ଭାବନା ଅଛି । ହୀରାକୁଦର 16 ଗେଟରେ ପାଣି ଛଡା ଯାଉଛି । ଜଳ ଧାରଣ କ୍ଷମତାକୁ ଦେଖି ଗେଟ ଖୋଲିବା କି ବନ୍ଦ ହେବ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ମହାନଦୀ ଉପରମୁଣ୍ଡରେ ବର୍ଷା ନାହିଁ । ରେଙ୍ଗାଳିର ଦୁଇଟି ଗେଟରେ ଜଳ ନିଷ୍କାସନ ଚାଲିଛି । କଣାସରେ ବନ୍ୟା ନାହିଁ । ମୁଣ୍ଡଳୀର ପାଣି ଦୟା ନଦୀକୁ ଯାଉଛି । କିଛି ତଳିଆ ଅଞ୍ଚଳରେ ପାଣି ପଶିଛି ।

MORE NEWS