ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିଧାୟକ ସନ୍ତୋଷ ଖଟୁଆଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ ମାଷ୍ଟରକ୍ୟାଣ୍ଟିନରେ ପ୍ରତିବାଦ କରି ପ୍ରତିକ୍ରିୟା ରଖିଲେ ଲେଖାଶ୍ରୀ ସାମନ୍ତସିଂହାର
ବିଜେଡ଼ି ନେତ୍ରୀ ଲେଖାଶ୍ରୀ ଙ୍କୁ ନେଇ ବିଜେପି ବିଧାୟକ ସନ୍ତୋଷ ଖଟୁଆ ଙ୍କ ବିବାଦୀୟ ବୟାନ ପ୍ରସଙ୍ଗ। ଭୁବନେଶ୍ଵର ରାଜମହଲ ଛକ ରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ଯାଏ ପ୍ରତିବାଦ ରାଲି କରିଛି ବିଜେଡ଼ି। ଦଳର ମହିଳା ନେତ୍ରୀ ଙ୍କ ସହିତ ବହୁ ବରିଷ୍ଠ ନେତା ରାଲିରେ ସାମିଲ୍ ହୋଇ ସନ୍ତୋଷ ଖଟୁଆ ଙ୍କ ଗିରଫ୍ ଦାରି ଦାବି କରିଛନ୍ତି। ଭୁବନେଶ୍ଵର ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ ରାଲି କରାଯାଇଛି।