ଦେବଗଡ: ଦେବଗଡ଼ରେ YCD ଗ୍ରୀନ୍ ପ୍ଲାଣ୍ଟେସନ୍ ଡ୍ରାଇଭ-2026: ସବୁଜିମା ପାଇଁ ବୃକ୍ଷରୋପଣ
ଦେବଗଡ଼ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ୟୁଥ୍ କ୍ଲବ୍ ଦେବଗଡ଼ ପକ୍ଷରୁ ‘YCD ଗ୍ରୀନ୍ ପ୍ଲାଣ୍ଟେସନ୍ ଡ୍ରାଇଭ-2026’ ଅନୁଷ୍ଠିତ ହୋଇଛି। ପରିବେଶ ସୁରକ୍ଷା ଓ ଯୁବପିଢ଼ିଙ୍କୁ ସଚେତନ କରିବା ଲକ୍ଷ୍ୟରେ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି।