Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

କବିସୂର୍ଯ୍ୟନଗର: ପବ୍ଲିକ ସ୍ଥାନରେ ମାରଣାସ୍ତ୍ରଧରି ବୁଲୁଥିବା ବେଳେ କାବୁ କଲା ବେଗୁନିଆପଡା ପୋଲିସ

Kabisuryanagar, Ganjam | Jan 13, 2026
ବେଗୁନିଆପଡା ଥାନା ଅଂଚଳରେ ଜନଗହଳି ଓ ଯାତାୟତ ରାସ୍ତାରେ ମାରଣାସ୍ତ୍ର ଧରି ବୁଲୁ ଥିବା ଖବର ପାଇଁ ବେଗୁନିଆପଡା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ରମେଶ ବିଶ୍ୱାଳ ଙ୍କ ପୁଅ କଟିଙ୍ଗ ଆଲିଅସ ଜିତୁ ବିଶ୍ୱାଳ ଓ ଏହି ଥାନା ଅନ୍ତର୍ଗତ କନ୍ଦିଗାଁ ର ହରିକୃଷ୍ଣ ପ୍ରଧାନ ଙ୍କ ପୁଅ ସିଦ୍ଧାନ୍ତ ପ୍ରଧାନ ବେଗୁନିଆପଡା ବ୍ଲକ ନିକଟ ରାସ୍ତାରେ ଏବଂ ଏହି ଆଖପାଖ ଅଂଚଳରେ ମାରଣାସ୍ତ୍ର ଧରି ବୁଲୁଥିଲେ । ଖବର ପାଇ ବେଗୁନିଆପଡା ପୋଲିସ ଉକ୍ତ ଦୁଇ ଜଣକୁ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
କବିସୂର୍ଯ୍ୟନଗର: ପବ୍ଲିକ ସ୍ଥାନରେ ମାରଣାସ୍ତ୍ରଧରି ବୁଲୁଥିବା ବେଳେ କାବୁ କଲା ବେଗୁନିଆପଡା ପୋଲିସ - Kabisuryanagar News