Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Ipl
Rahulgandhi
Haryana
Cricket
शादी
Crimenews
Kolkata
Aap
China

ବରୀ ରାମଚନ୍ଦ୍ରପୁର: ବରୀ ବ୍ଲକ କାଇପଡା ଗାଁର ଦୁଇଜଣ ବ୍ୟକ୍ତିଙ୍କ ଘରେ ଅଗ୍ନିକାଣ୍ଡ,ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ ବିଶ୍ୱରଂଜନ ମଲ୍ଲିକ

ବରୀ ବ୍ଲକ କାଇପଡା ଗାଁର ଦୁଇଜଣ ବ୍ୟକ୍ତିଙ୍କ ଘରେ ଅଗ୍ନିକାଣ୍ଡ,ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ ବିଶ୍ୱରଂଜନ ମଲ୍ଲିକ l ବରୀ ବ୍ଲକ କାଇପଡା ଗାଁର ବଳଭଦ୍ର ଦାସ ଓ ବିନୋଦ ବିହାରୀ ଦାସଙ୍କ ଘରେ ନିଆଁ ଲାଗି ବ୍ୟାପକ ଆସବାବପାତ୍ର ପୋଡି ପାଉଁଶ ହେଇଯାଇଥିଲା l ସେପଟେ ଖବର ପାଇ ଆଜି ବରୀ ବିଧାୟକ ଶ୍ରୀ ମଲ୍ଲିକ ଏହି ପରିବାର ନିକଟରେ ପହଂଚି ସମବେଦନା ଜଣାଇଥିଲେ l ଏଥିସହିତ ଏହି ପରିବାରକୁ କିଭଳି ସରକାରୀ ସହାୟତା ମିଳିବ ବିଭାଗ୍ୟ ଅଧିକାରୀଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଥିଲେ l

MORE NEWS