ଏହା ଆମେରିକା, ଚୀନ୍ କିମ୍ବା ୟୁରୋପ ନୁହେଁ। ଏହା ହେଉଛି ଭାରତର ଏକ ଗର୍ବିତ ରାଜ୍ୟ — ଓଡ଼ିଶା। ❤️
ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆନ୍ ଆଥଲେଟିକ୍ସ ଆୱାର୍ଡସ୍ରେ ଓଡ଼ିଶାକୁ “ଆଥଲେଟିକ୍ସକୁ ସର୍ବୋତ୍ତମ ସମର୍ଥନ କରୁଥିବା ରାଜ୍ୟ” (Best State Supporting Athletics) ପୁରସ୍କାରରେ ସମ୍ମାନିତ କରାଯାଇଛି।
କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ନିରନ୍ତର ଅବଦାନ ଓ ପ୍ରତିବଦ୍ଧତା ପାଇଁ ଏହି ସ୍ୱୀକୃତି ମିଳିଛି।
ଓଡ଼ିଶା ପାଇଁ ଏହା ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ! 🙏
ଜୟ ଜଗନ୍ନାଥ। 🚩