ଲକ୍ଷ୍ମୀପୁର: କୋଟିଆ ସୀମା ବିବାଦ: ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକାଙ୍କ ପ୍ରତିକ୍ରିୟା
କୋଟିଆ ସୀମା ବିବାଦକୁ ନେଇ ମୁହଁ ଖୋଲିଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା। ସେ କୋଟିଆରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସମସ୍ୟା ଓ ସେମାନେ କାହିଁକି ଆନ୍ଧ୍ରକୁ ଭୋଟ୍ ଦେଉଛନ୍ତି, ସେ ନେଇ ଆଲୋଚନା କରିଛନ୍ତି।