Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
मारपीट
Bollywood
दिल्ली
Patna
Breakingnews
Narendramodi
Madhya_pradesh
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh

#ସରକାରୀ_ଜମି_ର_ସୁରକ୍ଷା_ଦାବିରେ_ସାମ୍ବାଦିକ_ସମ୍ମିଳନୀ ସରକାରୀ ଜମି କୁ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କୁ ନିଦ୍ଧେର୍ଶ ଦିଆଯାଇଛି ମାତ୍ର ଏହାର କିଛି ସୁଫଳ ମିଳୁନାହିଁ। ସରକାରୀ ଜାଗା ଓ ଜମି କୁ କିଛି ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରିନେବାକୁ ବିଭିନ୍ନ ସମସ୍ୟା ରେ ଛନ୍ଦି ହେଇଯାଉଛି। ସୂଚନା ରୁ ପ୍ରକାଶ ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିକୁଟି ପଞ୍ଚାୟତର ସରକାରୀ ଜମି ଜବରଦଖଲ ଉଚ୍ଛେଦ ଦାବିରେ ସୋମବାର ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀ ଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହେଇଥିଲା #baleswar #Baliapal #balikuti #landDisput #bharatnewsodia

Singla, Balasore | Aug 4, 2026

MORE NEWS

ଢେଙ୍କାନାଳ ସଦର ବ୍ଲକ ପରେ ହିନ୍ଦୋଳ ବ୍ଲକ ରେ ପୁଣି ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ  ରାଜ୍ l ହରିଜନ ମହିଳାଙ୍କୁ ଦୁର୍ବ୍ୟବହାର କଲେ ବାବନ୍ଧ PEO

ଢେଙ୍କାନାଳ ସଦର ବ୍ଲକ ପରେ ହିନ୍ଦୋଳ ବ୍ଲକ ରେ ପୁଣି ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ରାଜ୍ l ହରିଜନ ମହିଳାଙ୍କୁ ଦୁର୍ବ୍ୟବହାର କଲେ ବାବନ୍ଧ PEO

Singla, Balasore | Aug 3, 2026

ଚାରି ବର୍ଷର ଝିଅକୁ ବାଲେଶ୍ୱର CWC ଚେୟାରମେନ ସ୍ନିଗ୍ଧା ଦାସ ତାଙ୍କ ବାପାଙ୍କୁ ଦେଖା କରିବାକୁ ନଦେବା ଏବଂ ବିନା କୌଣଷି ତଥ୍ୟ ଯାଞ୍ଚ ନକରି ବାପ ଠାରୁ ଝିଅକୁ ଅଲଗା କରି ଆଶ୍ରମ ରେ ରଖିବାକୁ ନେଇ ତାତିଲେ ସାଂସଦ। ଫୋନ କରି ସଂପୃକ୍ତ ଚେୟାରମେନ ଙ୍କୁ ତାଗିଦ୍ କରିବା ସହିତ ବାପ ଝିଅଙ୍କୁ କେଉଁ ଆଇନ ଜରିଆରେ ଅଲଗା କଲେ ଏବଂ ଦେଖା କରିବାକୁ ଦେଲେନାହିଁ ବୋଲି ଅନେକ ପ୍ରଶ୍ନ ପଚାରିଥିବା ଦେଖିବାକୁ ମିଳିଛି।
#Nilagiri #Baleshwar #baleswar #bharatnewsodia

ଚାରି ବର୍ଷର ଝିଅକୁ ବାଲେଶ୍ୱର CWC ଚେୟାରମେନ ସ୍ନିଗ୍ଧା ଦାସ ତାଙ୍କ ବାପାଙ୍କୁ ଦେଖା କରିବାକୁ ନଦେବା ଏବଂ ବିନା କୌଣଷି ତଥ୍ୟ ଯାଞ୍ଚ ନକରି ବାପ ଠାରୁ ଝିଅକୁ ଅଲଗା କରି ଆଶ୍ରମ ରେ ରଖିବାକୁ ନେଇ ତାତିଲେ ସାଂସଦ। ଫୋନ କରି ସଂପୃକ୍ତ ଚେୟାରମେନ ଙ୍କୁ ତାଗିଦ୍ କରିବା ସହିତ ବାପ ଝିଅଙ୍କୁ କେଉଁ ଆଇନ ଜରିଆରେ ଅଲଗା କଲେ ଏବଂ ଦେଖା କରିବାକୁ ଦେଲେନାହିଁ ବୋଲି ଅନେକ ପ୍ରଶ୍ନ ପଚାରିଥିବା ଦେଖିବାକୁ ମିଳିଛି। #Nilagiri #Baleshwar #baleswar #bharatnewsodia

Singla, Balasore | Aug 2, 2026

#ଓକିଲ_କ୍ଲର୍କ_କୁ_ଆକ୍ରମଣ । 
ଏସଏଚଜି ମହିଳାଙ୍କ କେସ ରେ ସହଯୋଗ କରିଥିବା ରୁ ଓକିଲ କ୍ଲର୍କ ଙ୍କୁ ଆକ୍ରମଣ  ବସ୍ତା ଥାନା ରେ ଦେଲେ ଏତେଲା ।
 #BreakingNews #Odisha #attack #BASTA #balasore #Baliapal #bharatnewsodia

#ଓକିଲ_କ୍ଲର୍କ_କୁ_ଆକ୍ରମଣ । ଏସଏଚଜି ମହିଳାଙ୍କ କେସ ରେ ସହଯୋଗ କରିଥିବା ରୁ ଓକିଲ କ୍ଲର୍କ ଙ୍କୁ ଆକ୍ରମଣ ବସ୍ତା ଥାନା ରେ ଦେଲେ ଏତେଲା । #BreakingNews #Odisha #attack #BASTA #balasore #Baliapal #bharatnewsodia

Singla, Balasore | Aug 2, 2026