କଳାହାଣ୍ଡି: ଭବାନୀପାଟଣା ମାଁ ମାଣିକେଶ୍ବରୀ ଛତର ଯାତ୍ରା ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା
Kalahandi, Kalahandi | Oct 19, 2026
ଭବାନୀପାଟଣାର ବିଶ୍ଵ ପ୍ରସିଦ୍ଧ ମାଁ ମାଣିକେଶ୍ବରୀ ଛତର ଯାତ୍ରା ପାଇଁ ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଲେ କଳାହାଣ୍ଡି ଜିଲ୍ଲାପାଳ ପାଓ୍ଵାର ସଚୀନ ପ୍ରକାଶ। ଶାନ୍ତିଶୃଙ୍ଖଳାର ସହ ଯାତ୍ରା ସମ୍ପନ୍ନ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ।