କଣ୍ଟାମାଳ: କଣ୍ଟାମାଳରେ ବିଶ୍ୱ ସାକ୍ଷରତା ଦିବସରେ ଉଲ୍ଲାସ କାର୍ଯ୍ୟକ୍ରମ ଆୟୋଜନ
କଣ୍ଟାମାଳ ବ୍ଲକରେ ବୌଦ୍ଧ ଜିଲ୍ଲା ସାକ୍ଷରତା ମିଶନ ପ୍ରାଧିକରଣ ପକ୍ଷରୁ ବିଶ୍ୱ ସାକ୍ଷରତା ଦିବସ ପାଳିତ ହୋଇଛି। ଛାତ୍ରଛାତ୍ରୀମାନେ ଶିକ୍ଷା ସଚେତନତା ଶୋଭାଯାତ୍ରା କରିବା ସହିତ ପ୍ରବଳ ସ୍ଲୋଗାନ ଦେଇଥିଲେ। ପରେ କଣ୍ଟାମାଳ ବିଇଓଙ୍କ କାର୍ଯ୍ୟାଳୟରେ ସଭା ହୋଇଛି।