Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi

ପଟ୍ଟାଙ୍ଗୀ: ଦୁର୍ଗମ ଅଂଚଳରୁ ପରିଚୟ ସୃଷ୍ଟି କରି ପାରିଥିବା ଯୁବ ୟୁଟ୍ୟୁବର କ୍ରିଷ୍ଣାଙ୍କୁ ନନ୍ଦପୁରରେ ଶୁଭେଚ୍ଛା ଜଣାଇଲେ ନନ୍ଦପୁର ପ୍ରେସ କ୍ଳବ୍ ସଭାପତି

Pottangi, Koraput | Nov 28, 2025
ନନ୍ଦପୁର ବ୍ଳକର ହାତୀ ବାରି ଗ୍ରାମର ଏକ ଚାଷୀ ଘର ପରିବାର ର  ଶଷ୍ଟ ତମ ସନ୍ତାନ କ୍ରିଷ୍ଣା ଖରା l ମଧ୍ୟମ ଶ୍ରେଣୀ ଏକ ଚାଷୀ ପରିବାର ର କ୍ରିଷ୍ଣା ନନ୍ଦପୁର ସେନ୍ଧେଦେବି ସ୍ନାତକ ମହାବିଦ୍ୟାଳୟ ଡିଗ୍ରୀ ଶେଷ କରିବା ପରେ ନିଜ ଗୋଡ ରେ ଛିଡ଼ା ହେବା ପାଇଁ ଅନେକ ଉଦ୍ୟମ କରିଛନ୍ତି l ପ୍ରଥମେ ପୁରୁଣା ଖରାପ ବିଦ୍ୟୁତ୍ ବଲ୍ପ ତିଆରି କରି ସାମାଜିକ ଗଣମାଧ୍ୟମ ୟୁଟ୍ୟୁବର ହେବା ପାଇଁ ମନସ୍ଥ କରି ନିଜ କୁ ପ୍ରସ୍ତୁତି କରି ସଫଳ ହୋଇଥିଲେ।

MORE NEWS