ଆସିକା: କବିସୂର୍ଯ୍ୟନଗରରେ ଚରଣ ଗୌଡ଼ଙ୍କ ପରଲୋକ: ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ
Asika, Ganjam | Oct 20, 2026 କବିସୂର୍ଯ୍ୟନଗର ବଡଆଗୁଳ ଗ୍ରାମର ଚରଣ ଗୌଡ଼ଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ ସ୍ବର୍ଗତ ଚରଣ ଗୌଡ଼। ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ।