Public App Logo
Jansamasya
News
Bjp
National
Police
Bihar
कांग्रेस
मौत
भाजपा
विधायक
Congress
Modi
Delhi
Viral
Odisha
दिल्ली
Breakingnews
Narendramodi
Madhya_pradesh
Pmmodi
Rahulgandhi
स्कूल
Haryana
Uttarpradesh
Cricket
शादी
Crimenews
Aap
China
Rss

ଡାବୁଗାଁ: ଗାଦବା କତରା ଆଶ୍ରମ ବିଦ୍ୟାଳୟ ରେ ସି ଆର ସି ସି ଓ ବ୍ଲକ ମଙ୍ଗଳ ଅଧିକାରୀ ଙ୍କ ମିଳିତ ସମୀକ୍ଷା କାର୍ଯ୍ୟ କ୍ରମ ଅନୁଷ୍ଠିତ

Dabugan, Nabarangpur | Dec 10, 2025
ପାପଡ଼ା ହାଣ୍ଡି ବ୍ଳକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟ ଗାଦବା କତରାରେ ସିଆରସିସି ବାବୁଲାଲ ସାଗର ,ସେମଳା ଓ ବ୍ଲକ ମଙ୍ଗଳ ଅଧିକାରୀ ଦେବବ୍ରତ ପରିଡ଼ା ସହ ଶ୍ରେଣୀ ପରିଦର୍ଶନ ରେ ପିଲାଙ୍କ ଶିକ୍ଷା ସ୍ତରରେ କେମିତି ଉନ୍ନତି ହେବ ଏଥିପାଇଁ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ପରିଡ଼ା ସାରଙ୍କ ସହ ଆଲୋଚନା ରେ ଶିକ୍ଷକ ସମସ୍ୟା, ପିରୟଡ ସମସ୍ୟା, ଶ୍ରେଣୀ ଗୃହ ସମସ୍ୟା ଉପରେ ଆଲୋଚନା କରିଥିଲେ