Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ମାଲକାନଗିରି: ମିରର ଅଫ ମାଲକାନଗିରି କମିଟି ର ଜିଲ୍ଲା ସ୍ତରୀୟ ବୈଠକ ସଂସ୍କୃତି ଭବନରେ ଅନୁଷ୍ଠିତ, ପ୍ରତିକ୍ରିୟା ରଖିଲେ ଶିଳ୍ପପତି H

Malkangiri, Malkangiri | Sep 14, 2025
ମିରର ଅଫ ମାଲକାନଗିରି କମିଟି ର ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲା ସଦର ସ୍ଥିତ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବର୍ଗ ର ଲୋକେ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାର ବିଶିଷ୍ଟ ଶିଳ୍ପପତି, ବହୁ ସରକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ସମସ୍ୟା ଦୂର ପାଇଁ ଆଲୋଚନା କରିଥିଲେ। ସତାଧିକ ବ୍ୟକ୍ତି ଉପସ୍ଥିତ ହୋଇ ମତ ଦେଇଥିଲେ।