ଗୋପାଳପୁର: ଗଞ୍ଜାମରେ ବାତ୍ୟା କ୍ଷୟକ୍ଷତି ସମୀକ୍ଷା: ଆର ଡି ସି ଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଜିଲ୍ଲାର ସ୍ଥିତି ସମୀକ୍ଷା ପାଇଁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନେତୃତ୍ୱରେ ଆଭାସୀ ବୈଠକ ଅନୁଷ୍ଠିତ। ରିଲିଫ ବଣ୍ଟନ, କୃଷି ସହାୟତା, ବିଦ୍ୟୁତ ଓ ରାସ୍ତାଘାଟ ପୁନରୁଦ୍ଧାର ନେଇ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରାଯାଇଛି।