ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର 29ତମ ରାଜ୍ୟ ସାଧାରଣ ପରିଷଦ ବୈଠକ
ଗଜପତି ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ହେଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର 29ତମ ରାଜ୍ୟ ସାଧାରଣ ପରିଷଦ ବୈଠକ। ଏଥିରେ ସଂଗଠନର ନୂତନ କର୍ମକର୍ତ୍ତା ନିର୍ବାଚିତ ହେବା ସହ ଜାତୀୟ ସ୍ତରକୁ ସଂଗଠନକୁ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି।