ବାଙ୍ଗିରିପୋଷି: ବାଙ୍ଗିରିପୋଷିରେ ଅନୁଷ୍ଠିତ ହେଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା 2026
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ମଣଦାରେ ଆୟୋଜିତ ହୋଇଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା 2026। ଏହି ମେଳାରେ ଚାଷୀଙ୍କୁ ଆଧୁନିକ ଚାଷ ପ୍ରଣାଳୀ ପାଇଁ ପରାମର୍ଶ ସହ ସବସିଡି ଚେକ୍ ଓ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।