ରାଜକନିକା: କେନ୍ଦ୍ରାପଡ଼ା: ଜୟରାମ ନାୟକଙ୍କ ମାଙ୍କ ଏକାଦଶାହରେ ସାମିଲ ହେଲେ କୃଷ୍ଣ ଚନ୍ଦ୍ର ପାତ୍ର
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ କାଟଣା ପଞ୍ଚାୟତ ଝାଡମାଳ ଗ୍ରାମର ବିଜେପି ପଞ୍ଚାୟତ ପ୍ରମୂଖ ଜୟରାମ ନାୟକଙ୍କ ମାଙ୍କ ଏକାଦଶାହରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଆଳିର ବିଜେପି ନେତା କୃଷ୍ଣ ଚନ୍ଦ୍ର ପାତ୍ର।