Public App Logo
Jansamasya
Rahulgandhi
Haryana
Uttarpradesh
Jdu
Sambalpur
Cyclone
Bareilly
Bcci
Agra
Breaking
Aimim
Railway
Bsf
Meerut
Raebareli
Rain
Kashmir
���ाकिस्तान
Trending
���िवाद
Bengal
���खिलेश
���ारतीय
���ोगी_आदित्यनाथ
Faridabad
Arvindkejriwal
Jajpur
���ोधपुर
Nagaur

ତଲସରା: ଦୁର୍ଘଟଣା ପ୍ରବଣ ବଡ଼ଗାଁ ବସଷ୍ଟାଣ୍ଡରେ ଓଲଟିଲା ବାଲି ବୋଝେଇ ହାଇୱା ଭାଙ୍ଗିଲା ଦୋକାନ

Talasara, Sundargarh | Dec 12, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଗାଁ ବସଷ୍ଟାଣ୍ଡ ଗୋଲେଇ ଛକରେ ଆଜି ଏକ ବାଲି ବୋଝେଇ ଗାଡ଼ି ଓଲଟି ପଡିଥିଲା ଯାହା ଫଳରେ ରାସ୍ତା କଡ଼ରେ ରହିଥିବା ଭରତ ମେହେର ଙ୍କର ଜଳଖିଆ ଦୋକାନ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଅଛି। ବଡ଼ଗାଁ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।