Public App Logo
Jansamasya
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath

ତଲସରା: ସାହାଜବାହାଲ କ୍ରୀକେଟ ଲିଗ୍ ୨୦୨୫ ଉଦଘାଟିତ

Talasara, Sundargarh | Dec 12, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ସାହାଜବାହାଲ ଖେଳ ପଡିଆ ରେ ଆଜି ଆନୁଷ୍ଠାନିକ ଭାବେ ୫ ଗୋଟି କ୍ରୀକେଟ ଦଳକୁ ନେଇ ସାହାଜବାହାଲ କ୍ରୀକେଟ ଲିଗ୍ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଛି। ସ୍ଥାନୀୟ ସରପଞ୍ଚ ଶୁକ୍ରୁତା ବିଶ୍ବାଳ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି ଏହି ପ୍ରତିଯୋଗୀତା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।