ବାଲେଶ୍ବର ସଦର: ବାଲେଶ୍ୱର ରିଜର୍ଭ ପୋଲିସ ଲାଇନରେ ଗୃହରକ୍ଷୀ ବାହିନୀର ଦୀକ୍ଷାନ୍ତ ସମାରୋହ
ବାଲେଶ୍ୱର ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ଗୃହରକ୍ଷୀ ବାହିନୀର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ। ଡିଆଇଜି ପିନାକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଛନ୍ତି। ଏସପି ପ୍ରତ୍ୟୁଷ ଦିବାକରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି।