Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ଓରିଏଣ୍ଟ: ଥାଇଲାଣ୍ଡରେ ସ୍ପୋର୍ଟ୍ସ ଗେମରେ ଦୁଇଟି ସ୍ୱର୍ଣ ପଦକ ଜିତିଥିବା ଗୋବିନ୍ଦ ଦୁବେ ଙ୍କୁ ବେଲପାହାଡ ଅମରଜ୍ୟୋତି କ୍ଳବରେ ସମ୍ବର୍ଧିତ

Orient, Jharsuguda | Dec 2, 2025
ଥାଇଲାଣ୍ଡରେ ଅନୁଷ୍ଠିତ ୱାଲ୍ଡ ଏବିଲିଟି ସ୍ପୋର୍ଟ୍ସ ଗେମରେ ଦୁଇଟି ସ୍ୱର୍ଣ ପଦକ ଜିତିଥିବା ଗୋବିନ୍ଦ ଦୁବେ ଙ୍କୁ ବେଲପାହାଡ ଅମରଜ୍ୟୋତି କ୍ଳବରେ ସମ୍ବର୍ଦ୍ଧିତ କରାଗଲା l ଆଜି ସନ୍ଧ୍ୟା ୭ ଟା ରୁ ୭:୩୦ ଟା ଯାଏଁ ବେଲପାହାଡ ରେଫେରୀ ଏସୋସିଏସନ ପକ୍ଷରୁ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ନଭେମ୍ବର ୧୭ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୱାଲ୍ଡ ଏବିଲିଟି ସ୍ପୋର୍ଟ୍ସ ଗେମ ରେ ପୁରୁଷ ଲଙ୍ଗ ଜମ୍ପ ଏବଂ ୨୦୦ ମିଟରରେ ଗୋବିନ୍ଦ ଦୁବେ ସ୍ଵର୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି l ଦେଶ ପାଇଁ ସ୍ୱର୍ଣ ପଦକ ଜିତି ବେଶ ଖୁସିଥିବା ଗୋବିନ୍ଦ ଆଗ