ମୁଖ୍ୟମନ୍ତ୍ରୀ ବସ୍ ସେବା କଣ୍ଡକ୍ଟରଙ୍କୁ ଯୁବକଙ୍କ ମାଡ଼! 😱 ଭିଡିଓ ଭାଇରାଲ
ମୁଖ୍ୟମନ୍ତ୍ରୀ ବସ୍ ସେବାରେ ଜଣେ କଣ୍ଡକ୍ଟରଙ୍କୁ ଜଣେ ଯୁବକ ମାଡ଼ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଘଟଣା ପରେ ଯାତ୍ରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହି ଭିଡିଓରେ ଦେଖନ୍ତୁ ସମ୍ପୂର୍ଣ୍ଣ ଘଟଣା, କଣ୍ଡକ୍ଟରଙ୍କ ପ୍ରତିକ୍ରିୟା ଏବଂ ଏହି ମାମଲାର ସମସ୍ତ ତଥ୍ୟ।
👉 ଭିଡିଓଟିକୁ Like 👍 କରନ୍ତୁ, Share 📲 କରନ୍ତୁ ଏବଂ ଆମ Channel କୁ Subscribe 🔔 କରନ୍ତୁ।
#OdishaNews #BusConductor #MukhyamantriBusSeva #ViralVideo #BreakingNews #OdiaNews #OSRTC #BusAttack #LatestNews #Odisha