Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ବଡସାହି: ବୈଶିଙ୍ଗାଥାନା ଇଲାକାରେ ମୋବାଇଲ ଦେଖାଇବା ବହାନାରେ ୧୧ବର୍ଷୀୟାନାତୁଣୀକୁ ବାରମ୍ବାର ଦୁଷ୍କର୍ମକରି ଗର୍ଭବତୀ କରିବାକୁନେଇ ସମ୍ପର୍କୀୟ ଅଜା ଗିରଫ

Barsahi, Mayurbhanj | Nov 3, 2025
ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଇଲାକାରେ ଜନୈକା ୧୧ବର୍ଷୀୟା ନାବାଳିକାଙ୍କୁ ମୋବାଇଲ ଦେଖାଇବା ବାହାନାରେ ବାରମ୍ବାର ଦୁଷ୍କର୍ମକରି ଗର୍ଭବତୀ କରିବା ଘଟଣାରେ ସୋମବାର ରାତି ଏଗାରଟାରେ ଅଭିଯୁକ୍ତ ସମ୍ପର୍କୀୟ ଅଜାକୁ କାବୁକଲା ବୈଶିଙ୍ଗା ପୁଲିସ l ସୂଚନା ମୁତାବକ ୧୧ବର୍ଷୀୟା ନାବାଳିକାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବା ସହିତ କ୍ରମଶଃ ଅବନତି ଦେଖାଦେବାରୁ ଘରଲୋକେ ଡାକ୍ତରଖାନା ନେଇ ସ୍ୱାସ୍ଥ୍ୟପରୀକ୍ଷା କରାଇଥିଲେ l

MORE NEWS