Public App Logo
Jansamasya
���िधायक
Congress
Modi
Delhi
Viral
Jharkhand
Rajasthan
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
Haryana
Crimenews
Education
Bareilly
Agra
Cbi
Politics
Abvp
���ायल
Fatehpur
Jodhpur
Amitshah
Uppolice
Punjab
Pratapgarh

ବୌଦ୍ଧ ସଦର: ସିଂହପାଲି ଗ୍ରାମରେ ନାମ ସଂକୀର୍ତ୍ତନ ଉତ୍ସବ ଯୋଗ ଦେଲେ ବିଧାୟକ

ବୌଦ୍ଧ ବ୍ଳକ୍ ଅଂଲାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଂହପାଲି ଗ୍ରାମରେ କାର୍ତ୍ତିକ ମାସ ପଂଚୁକ ଚତୁର୍ଦ୍ଦଶୀ ଅବସରରେ ନାମ ସଂକୀର୍ତ୍ତନ ଉତ୍ସବ ମଙ୍ଗଳାବର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ଯୋଗ ଦେଇ ବିଭୁକୃପା ଲାଭ କରିଥିଲେ ଏହା ସହିତ ଗ୍ରାମ ବାସୀଙ୍କ ସହିତ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ l