କାମାକ୍ଷାନଗର: ପିଙ୍ଗୁଆ ପଞ୍ଚାୟତରେ 13 ଗରିବ ପରିବାରକୁ ମିଳିଲା ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନାର ସୁଫଳ
ପିଙ୍ଗୁଆ ଗ୍ରାମପଞ୍ଚାୟତର 13 ଟି ଅସହାୟ ପରିବାରକୁ ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ କରାଯାଇଛି। ଗରିବଙ୍କ ସେବାରେ ନିଷ୍ଠାପର ପ୍ରଚେଷ୍ଟା ପାଇଁ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଧନ୍ୟବାଦ।