ପାରଳାଖେମୁଣ୍ଡି: ଆନନ୍ଦ ଉଲ୍ଲାସରେ ପାଳିତ ହେଲା ଗର୍ଭଣା ସଂକ୍ରାନ୍ତି: ଘରେ ଘରେ ପୂଜାର୍ଚ୍ଚନା
ଓଡ଼ିଆ ପରମ୍ପରା ଓ ଲୋକବିଶ୍ୱାସର ପର୍ବ ଗର୍ଭଣା ସଂକ୍ରାନ୍ତି ଉପଲକ୍ଷେ ଆଜି ଘରେ ଘରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି। ପରିବାରର ସୁଖ ଓ ଶାନ୍ତି କାମନା କରି ଲୋକେ ଏହି ପର୍ବ ପାଳନ କରିଛନ୍ତି।