ନୂଆଗାଁ: ଚିକିଟି ପେଣ୍ଠ ବସ ଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅଙ୍ଗନବାଡି ଦିଦି କଂ ମୃତ୍ୟୁ, ସିସିଟିଭି ଭିଡିଓ ଭାଇରାଲ୍
ଚିକିଟି ପେଣ୍ଠ ବସ ଷ୍ଟାଣ୍ଡ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜକର -୧ ଅଙ୍ଗନବାଡି ଦିଦି ପଦ୍ମା ସେଠୀ ପ୍ରାଣ ହରାଇବା ସହ ତାଙ୍କ ସ୍ୱାମୀ ଉଦ୍ୟାନ କୃଷି ବିଭାଗ କର୍ମଚାରୀ ପ୍ରଦୀପ ସେଠୀ ଗୁରୁତର ଆହତ ହୋଇଛନ୍ତି। ବୁଧବାର ସକାଳେ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣା ବେଳର ସିସିଟିଭି ଭିଡିଓ ସଂଧ୍ୟାରେ ଭାଇରାଲ୍ ହେଉଛି।