Public App Logo
Jansamasya
Shortnews
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews

ଗୋବିନ୍ଦପୁର: ବାମରା ହାଇସ୍କୁଲ ଛକ ନିକଟରେ ଟ୍ରକରେ ପିଟି ହୋଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ଆହତ

Govindpur, Sambalpur | Nov 29, 2025
ଶନିବାର ଦିନ ବେଲାପଡ଼ା ପ୍ଲାଣ୍ଟ ରୁ ଏକ ସ୍ପଞ୍ଜ ବୋଝେଇ ଟ୍ରକ ରାଏଗଡ଼ ପଟକୁ ଯାଉଥିବା ବେଳେ ବାମରା ହାଇସ୍କୁଲ ଛକ ନିକଟରେ ଉକ୍ତ ଟ୍ରକର ଚକ ଫାଟି ଯିବାରୁ ତାହା ରାସ୍ତା ମଝିରେ ଅଚଳ ହୋଇ ଛିଡ଼ା ରହିଥିଲା। ରାତିରେ ଟ୍ରେକ୍ ଡ୍ରାଇଭର ନିରଜ୍ ଯାଦବ ଚକ ମରାମତି କରିବା ସମୟରେ ଏକ ବାଇକ୍ ବାମରା ବସଷ୍ଟାଣ୍ଡ ପଟରୁ ଦୃତ ଗତିରେ ଆସି ତାଙ୍କୁ ଧକ୍କା ଦେବା ସହ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ତାଲଡିହି ଗ୍ରାମ ର ବାଇକ୍ ଚାଳକ ଏନେମ୍ ଲୁଗୁନ ଓ ଉତ୍ତରପ୍ରଦେଶ ବଲିଆ ଜିଲ୍ଲା ର ଟ୍ରକ୍ ଚାଳକ ନିରଜ ଯାଦବ ଆହତ ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।