Public App Logo
Jansamasya
News
Bjp
National
Police
Bihar
कांग्रेस
मौत
भाजपा
विधायक
Congress
Modi
Delhi
Viral
Odisha
दिल्ली
Breakingnews
Narendramodi
Madhya_pradesh
Pmmodi
Rahulgandhi
स्कूल
Haryana
Uttarpradesh
Cricket
शादी
Crimenews
Aap
China
Rss

ଡାବୁଗାଁ: ମହେନ୍ଦ୍ରୀ ନୁକଟରେ ୨ ମୋଟରସାଇକଲ ମୁହାଁ ମୁହିଁ ଧକ୍କା ୩ ଆହାତ ୧ ଗୁରୁତର

Dabugan, Nabarangpur | Dec 1, 2025
ଡାବୁଗାଁ ଥାନା ଅଧିନ ମହେନ୍ଦ୍ରୀ ଛକ ନିକଟରେ ରାଜ୍ୟରାଜପଥ ୩୯ ଉପରେ ୨ ମୋଟରସାଇକଲ ମୁହାଁ ମୁହିଁ ଧକ୍କା ହେବା ଫଳରେ ୩ଜଣ ଆହାତ ଓ ଜଣେ ଗୁରୁତର ହୋଇଥିବା ଆଜି ଅପରାହ୍ନରେ ଦେଖିବାକୁ ମିଳିଛି ।