Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ଜୟପୁର: ଜୟପୁର ଏଚ.କେ କଲୋନୀରେ ଚାରି, ଚୋରି ର ଦୃଶ୍ୟ ସିସି କ୍ୟାମେରା ରେ କୟଦ, ଭିଡିଓ ହେଲେ ଭାଇରାଲ

Jeypore, Koraput | Nov 3, 2025
ଜୟପୁର ଏଚ.କେ କଲୋନୀର ରବିନ୍ଦ୍ର ନାଥ ଦାଶ ଓ ପରିବାର ଗୃହରେ ତାଲା ଦେଇ ବାହାରକୁ ଯାଇଥିଲେ। ଦୁବୁତ୍ତ ମାନେ ତାଲା ଭାଙ୍ଗି ୫ଟି ଆଲମିରା ରୁ ପ୍ରାୟ ଲକ୍ଷାଧିକ ଟଙ୍କାର ୯ତୋଳାର ସୁନା ଏବ˚ କିଛି ରୁପା ଅଳଙ୍କାର ସମେତ ୨୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରିବା ସହ ଅଞ୍ଚଳର ସିସି କ୍ୟାମେରା ଯାଞ୍ଚ କରିବା ସହ ସାଇଣ୍ଟିଫିକ ଟିମ ତଦନ୍ତ କରିଛି । ସିସି କ୍ୟାମେରାରେ ଲୁଟେରା ମାନେ କପଡାରେ ମୁହଁ ଢାଙ୍କିଥିବା ଦୃଶ୍ୟ କଏଦ ହୋଇଥିବା ଭିଡିଓ ଆଜି ସଂନ୍ଧ୍ୟା 6ଟାରେ ଭାଇ ରାଲ ହେବାରେ ଲାଗିଛି ।

MORE NEWS