ଛତ୍ରପୁର: ବ୍ରହ୍ମପୁର ଜେଏମଏଫସି କୋର୍ଟରେ ଶକଂର ପୃଷ୍ଟିଙ୍କ ଜାମିନ ଆବେଦନ ଖାରଜ, ପ୍ରତିକ୍ରିୟା ରଖିଲେ ଆଇନଜୀବୀ
ପୋଲିସ ଏସ୍ ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳଙ୍କ କୋର୍ଟରେ ହାଜର କରାଯାଇଥିଲା। ତାଙ୍କର ଜାମିନ ଆବେଦନ ଖାରଜ ହୋଇଛି। ସୋମବାର ସଂନ୍ଧ୍ଯାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶକଂର ପୃଷ୍ଟିଙ୍କ ଓକିଲ ଅନୀଲ କୁମାର ପଣ୍ଡା।