ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ
ପାରଳାଖେମୁଣ୍ଡିର ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ। ବିଭିନ୍ନ ପ୍ରତିଯୋଗିତା ଓ ବରିଷ୍ଠ ନାଗରିକଙ୍କ ପାଇଁ ଆଲୋଚନା ଚକ୍ର ସାମିଲ। ଆସନ୍ତା ଅକ୍ଟୋବର ୧ ତାରିଖ ବରିଷ୍ଠ ନାଗରିକ ଦିବସରେ ବିଜୟୀଙ୍କୁ ମିଳିବ ପୁରସ୍କାର।