Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଓସିସି (ଓଡ଼ିଶା କନ୍ଷ୍ଟ୍ରକ୍ସନ୍ କର୍ପୋରେସନ୍) ଲିମିଟେଡ୍‌ର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କେସପେଟା ଙ୍କ ବିରୋଧରେ ବଡ଼ ଧରଣର ଚଢ଼ାଉ ଆରମ୍ଭ ହୋଇଛି। ଏହି ଚଢ଼ାଉ ଏକ କାଳୀନ ୭ ଟି ସ୍ଥାନରେ କରାଯାଉଛି। ଭିଜିଲାନ୍ସର ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।

Jeypore, Koraput | Jul 13, 2026

MORE NEWS

କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟକୁ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ ସହ ଡିଗ୍ରୀ ଇନ୍ ଫାଇନ୍ ଆର୍ଟ୍ ଆଣ୍ଡ କ୍ରାଫ୍ଟସ୍ ପାଠ୍ୟକ୍ରମ ତୁରନ୍ତ ଆରମ୍ଭ କରିବା ଏବଂ ବିଦ୍ୟାଳୟର ପ୍ଲାଟିନମ୍ ଜୁବିଲି ପାଳନ ଦାବିରେ ପୂର୍ବ ଛାତ୍ର ସଂଘ ପକ୍ଷରୁ ଉପ ଜିଲ୍ଲାପାଳ ଅଫିସ ରେ ଧାରଣା ରେ ବସିଛନ୍ତି

ଭିଜିଲାନ୍ସ ଜାଲରେ କୋରାପୁଟ ITDAର ପୂର୍ବତନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପେଟାଙ୍କ ସମ୍ପତ୍ତିର ତାଲିକା ସୂଚନା ଦେଲେ ଜୟପୁର ଭିଜିଲାନ୍ସ ଏସ୍‌.ପି. ସୁଶ୍ରୀ।

UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate  #koraput #Rayagada #Malakangiri #Nabarangpur  #viralpost2024 #viralfacebookpage #public  #highlightseveryonefollowers2025 #highlights #dmkoraput #waterpark

ଭିଜିଲାନ୍ସ ଜାଲରେ କୋରାପୁଟ ITDAର ପୂର୍ବତନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପେଟାଙ୍କ ସମ୍ପତ୍ତିର ତାଲିକା ସୂଚନା ଦେଲେ ଜୟପୁର ଭିଜିଲାନ୍ସ ଏସ୍‌.ପି. ସୁଶ୍ରୀ। UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #highlightseveryonefollowers2025 #highlights #dmkoraput #waterpark

Jeypore, Koraput | Jul 13, 2026

🔴Live ପୂର୍ବ ଛାତ୍ରସଂଘ(Alumini), ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ, ଜୟପୁର ଶାନ୍ତି ପୂର୍ଣ୍ଣ ଧାରଣା ରେ ବସିଲେ

UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate  #koraput #Rayagada #Malakangiri #Nabarangpur  #viralpost2024 #viralfacebookpage #public  #highlightseveryonefollowers2025 #highlights #dmkoraput #waterpark

🔴Live ପୂର୍ବ ଛାତ୍ରସଂଘ(Alumini), ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ, ଜୟପୁର ଶାନ୍ତି ପୂର୍ଣ୍ଣ ଧାରଣା ରେ ବସିଲେ UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #highlightseveryonefollowers2025 #highlights #dmkoraput #waterpark

Jeypore, Koraput | Jul 13, 2026