Public App Logo
Jansamasya
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath

ସମ୍ବଲପୁର ମ୍ୟୁନିସିପାଲଟି: ଫାର୍ମରୋଡ଼ ଆତ୍ମା ଅଫିସ ସମ୍ମୁଖରେ ଥିବା ପଡିଆରେ ଯୁବକକୁ ଛୁରି ଭୁସି ହତ୍ୟା

Sambalpur M, Sambalpur | Apr 26, 2025
ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଫାର୍ମରୋଡ଼ ଆତ୍ମା ଅଫିସ ସମ୍ମୁଖରେ ଥିବା ପଡିଆରେ ଯୁବକଙ୍କୁ ବେକରେ ଛୁରି ଭୁସି ହତ୍ୟା କରାଯାଇଛି।ମୃତ ଯୁବକ ଜଣକ ହେଉଛନ୍ତି ଫାର୍ମରୋଡ଼ ର ଉତ୍ତମ ଭୋଇ l ଆଜି ରାତିରେ କିଛି ଯୁବକ ଆତ୍ମା ଅଫିସ ପଡିଆରେ ବସି କଥା ହେଉଥିବା ସମୟରେ ଜଣେ ଯୁବକ ଉକ୍ତ ପଡିଆକୁ ଆସିଥିଲା l ପରେ ଉତ୍ତମ ଓ ଆସିଥିବା ଯୁବକ ମଧ୍ଯରେ ପାଟି ତୁଣ୍ଡ ହୋଇଥିଲା। ଏଥିରେ ଆସିଥିବା ଯୁବକ ରାଗି ଯାଇ ଏକ ଛୁରୀରେ ଉତ୍ତମ ର ବେକ ନିକଟରେ ଭୂଷି ଦେଇଥିଲା। ତାଙ୍କୁ ତୁରନ୍ତ ଉତ୍ତମକୁ ମେଡିକାଲ ଆଣିଥିଲେ l ହେଲେ ଡାକ୍ତର ଉତ୍ତମକୁ ମୃତ ଘୋଷଣା କରିଥିଲା।

MORE NEWS