କଳାହାଣ୍ଡି: ପଣ୍ଡିଗାଁ ମାନ ଡଙ୍ଗରରେ ପାଳିତ ହେଲା ଲଣ୍ଡା ଘୋଡ଼ାଙ୍କ ପାରମ୍ପରିକ ଦଶହରା ପର୍ବ
Kalahandi, Kalahandi | Oct 18, 2026
ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ପଣ୍ଡିଗାଁ ମାନ ଡଙ୍ଗର ପୀଠରେ ପ୍ରତି ତିନି ବର୍ଷରେ ଥରେ ହେଉଥିବା ଦଶହରା ପର୍ବ ବେଶ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁମାନେ ଲଣ୍ଡା ଘୋଡ଼ାଙ୍କ ନିକଟରେ ପୂଜାର୍ଚ୍ଚନା କରି ମାନସିକ ପୂରଣ ପାଇଁ ଭୋଗ ଅର୍ପଣ କରିଛନ୍ତି।