ଛତ୍ରପୁର: କୁମାରୀ ଗ୍ରାମରେ ବନ୍ୟା ସ୍ଥିତି ସମୀକ୍ଷା କଲେ ଖଲ୍ଲିକୋଟ ବିଧାୟକ
ପୁରୁଷୋତ୍ତମପୁରର କୁମାରୀ ଗ୍ରାମରେ ବନ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ଖଲ୍ଲିକୋଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ସେଠୀ। ଗ୍ରାମବାସୀଙ୍କ ସୁବିଧା ଓ କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି ନେଇ ପ୍ରଶାସନକୁ ଦେଲେ ନିର୍ଦ୍ଦେଶ।