କେନ୍ଦୁଝର ସହର: ଆନନ୍ଦପୁର ଠାରେ ସରିଲା ମହାପ୍ରଭୁ ଙ୍କ ନବଦିନାତ୍ମକ ଯାତ୍ରା ଜନ୍ମବେଦୀରୁ ଶ୍ରୀମନ୍ଦିର ମୁଖେ ବାହୁଡ଼ିଲେ ଦଧିବାମନଜୀଉ
Kendujhar Town, Kendujhar | Jul 5, 2025
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରେ ତିନି ଠାକୁର ବିରାଜମାନ ହୋଇ ରତ୍ନ ଦେବୀ କୁ ବାହୁଡ଼ିଛନ୍ତି ଏଠାରେ ପାଖାପାଖି ୩୦ହଜାର ଭକ୍ତଙ୍କ ସମାଗମ...