Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Karnataka
Aap
Bareilly
���चिन
No video available

ଝାରସୁଗୁଡା: ଝାରସୁଗୁଡ଼ା : ନେସନାଲ ୟୁଥ ଫେଷ୍ଟିଭାଲ ପାଇଁ ଚୟନ ହୋଇଥିବା ଝାରସୁଗୁଡା ର ପ୍ରତିଯୋଗି ବିବେକ ତାଣ୍ଡିଆ ଙ୍କ ପ୍ରତିକ୍ରିୟା

Jharsuguda, Jharsuguda | Dec 27, 2024
ଆଗାମୀ ଜାତୀୟ ଯୁବ ମହୋତ୍ସବରେ ପ୍ରତିନିଧିତ୍ୱ କରିବେ ଝାରସୁଗୁଡ଼ାର ପ୍ରତିଭା । ଝାରସୁଗୁଡ଼ା ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦିନ ୧୨ ଟା ସମୟରେ ଜାତୀୟ ଯୁବ ମହୋତ୍ସବ ରେ ଓଡ଼ିଶାକୁ ପ୍ରତିନିଧିତ୍ଵ କରିବାକୁ ଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟ ଯୁବ ମହୋତ୍ସବରେ ଅନୁଷ୍ଠିତ ପ୍ରତିଯୋଗିତା ରେ ଝାରସୁଗୁଡ଼ା ଜିଲ୍ଲାର ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ ।