Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

କବିସୂର୍ଯ୍ୟନଗର: ମଣ୍ଡିରୁ ଉଠୁନି ଧାନ, ବିଡ଼ିଓ ଓ ଯୋଗାଣ ଅଧିକାରୀଙ୍କ ଦ୍ବାରସ୍ଥ ହେଲେ ଚାଷୀ

Kabisuryanagar, Ganjam | Jan 15, 2026
ଧାନମଣ୍ଡି ଖୋଲା ଯାଇଛି କିନ୍ତୁ ମିଲର ମାନଙ୍କ ମନମାନି ଯୋଗୁଁ ଧାନ ଉଠୁନି। ଧାନ ବିକ୍ରୟ କରି ନପାରି ଚାଷୀ ହନ୍ତସନ୍ତ ହେଉଛନ୍ତି ।ଏଭଳି ଅଭିଯୋଗ କରି ଚାଷୀମାନେ ବେଗୁନିଆପଡ଼ା ବ୍ଳକ ଯୋଗାଣ ଅଧିକାରୀ ବାଦଲ କୁମାର ବେହେରା ଓ ବିଡ଼ିଓ ଦିବ୍ୟ ରଞ୍ଜନ ବିଶ୍ୱାଳ ଙ୍କ ଦ୍ବାରସ୍ଥ ହୋଇଛନ୍ତି। କିଛି ଦିନ ମଧ୍ୟରେ ଟୋକନର ଅବଧି ଶେଷ ହୋଇଯିବ। ଏ ଯାବତ୍ ଧାନ ଉଠିପାରୁନି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଇନାମ ବେଲପଡା ସେବା ସମବାୟ ସମିତିର ଚାଷୀ ମାନେ ଏଭଳି ଅଭିଯୋଗ କରି ଏକ ଦାବିପତ୍ର ବ୍ଲକ ଯୋଗାଣ ବିଭାଗ ଅଧିକାରୀ, ବେଗୁନିଆପଡ଼ା ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀଙ୍କକରିଛନ୍ତି ।
କବିସୂର୍ଯ୍ୟନଗର: ମଣ୍ଡିରୁ ଉଠୁନି ଧାନ, ବିଡ଼ିଓ ଓ ଯୋଗାଣ ଅଧିକାରୀଙ୍କ ଦ୍ବାରସ୍ଥ ହେଲେ ଚାଷୀ - Kabisuryanagar News