ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ଆରମ୍ଭ ହେଲା 47 ତମ ଦୁର୍ଗାପୂଜା ପ୍ରସ୍ତୁତି
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଗଜପତି ମେମୋରିଆଲ ଟ୍ରଷ୍ଟ ପକ୍ଷରୁ 47 ତମ ଦୁର୍ଗାପୂଜା ପାଇଁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନଅ ଦିନ ଧରି ଏଠାରେ ପୂଜା, ହୋମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।