Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ରାଉରକେଲା ମ୍ୟୁନିସିପାଲଟି: ଓଡ଼ିଆ ସଂସ୍କୃତି ଓ ପରମ୍ପରାଳୁ ବଜାୟ ରଖି ରାଉରକେଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ନଭେମ୍ବର ୫ ତାରିଖ ପୂର୍ବାହ୍ନ ୯ଟା ୩୦ ମିନିଟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଭାତରୁ ବୋଇତ ବନ୍ଧାଣ ଉତ୍ସାହ ମାନ ଅନୁଷ୍ଠିତ ହୋଇଯାଇଛି, ଉତ୍କଳର ସଂସ୍କୃତି ଓ ପରମ୍ପରାକୁ ନେଇ ବିଭିନ୍ନ ଅଞ୍ଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା,ଉତ୍କଳ ସାଂସ୍କୃତିକ ସନୁଷ୍ଠାନର ୩୫ତମ ବନ୍ଧାଣ ଉତ୍ସବରେ ପ୍ରାୟ ୨୦୦ଜଣ ମହିଳା ଏକ ପ୍ରକାର ଶାଢ଼ୀ ପରିହିତ ହୋଇ ଏକ ଶୋଭା ଯାତ୍ରାରେ କୋଏଲ ନଦୀର ବୈକୁଣ୍ଠ ଘାଟରେ ବୋଇତକୁ ଭସାଯାଇଥୁଲା ପରିଷଦର ସମସ୍ତ ଉପଦେଷ୍ଟା କର୍ମକର୍ତ୍ତା ସଦସ୍ୟ ଓ ଗରିମା ପରିବାରର ସମସ୍ତ ସଦସ୍ୟାମାନେ ସହଯୋଗ କରିଥିଲେ....
ରାଉରକେଲା ମ୍ୟୁନିସିପାଲଟି: ଓଡ଼ିଆ ସଂସ୍କୃତି ଓ ପରମ୍ପରାଳୁ ବଜାୟ ରଖି ରାଉରକେଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି - Raurkela M News